The Ekwesha
An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଭ
ଭ
ଭବ ଅକୂପାରକୁ ଭାବରେ ତରିବାକୁ
ଭାବିଲି ଭୀତ ମନା ହୋଇ
ଭବଯାକ ଭ୍ରମିଲି ଭାବି ମୁଁ ନପାଇଲି
ଭୁତଙ୍କୁ ଏକଠାବେ ଥୋଇ ହେ ।
ଭୁତ ମୋ ହୋଇଲା ପ୍ରକାଶ ଭୀତି ହୋଇବ ବୋଲି ନାଶ
ଭାବି ବାଳମତିରେ ଭରସା କଲି ତୋରେ
ଭବରୁ ତାରିବେ ଭବେଶ ହେ ଜଗନ୍ନାଥ । ।
Have a thought?
Add your comments and queries
Share feedback, questions, or corrections. We read every message.
ଶ୍ରୀ ଜଗନ୍ନାଥ ଚଉତିଶା
ଭଜନ
ଜଣାଣ
ବନ୍ଦନା
ମୃଗୁଣୀ ଉପାଖ୍ୟାନ
ଗୀତ
ଜୀବନୀ