-
ଶ୍ରୀ ଜଗନ୍ନାଥ ଚଉତିଶା
-
ଭଜନ
1 ଜ୍ଞାନର ପ୍ରଦୀପ ଜାଳିଦିଅ ପ୍ରଭୁ 2 ମନୁଆଁ ଭଜ ରାମ ରଘୁମଣି 3 ଯାଅ ଯାଅ ଦୂତି ଏ ମୋର ଭାରତୀ 4 ସେହି ଶ୍ୟାମ ଲାଗି ହେବି ବାସ ତ୍ୟାଗି 5 ରାଇ ବିନୋଦିନୀ ଧନି ହୋଇ କାମେ ବଶ 6 ଶୁଣ ହେ ଭକତଗଣ ନାମ ସଂକୀର୍ତନ 7 ଲଳିତା ଠାରୁ ସନ୍ଦେଶ ପାଇ ପ୍ରଭୁ ହୃଷୀକେଶ 8 ଦୂତିକା ମୁଖରୁ ଶ୍ରୀହରି ଆଗମ ଶୁଣି ଚପଳା କିଶୋରୀ 9 ଦେଖ ଦେଖ ସଖୀ ଦେଖ ଗୋ ନିରେଖି 10 କଷ କେତେ କଷୁଛ ମୋତେ -
ଜୀବନୀ
ବାରିଦେ ଦାମିନୀ ମଜ୍ଜାଇଲା ପରି
ବାରିଦେ ଦାମିନୀ ମଜ୍ଜାଇଲା ପରି
ମଜ୍ଜାଇଲା ମୋର ମନ ନୀରଦେ(ହୃଦ ବଉଦେ)
ଭିଜାଇବା ପାଇଁ ଧଉର୍ଯ୍ୟ ସ୍ତମ୍ବକୁ
ସଜାଇ ଦେଇଛି ସୁଷମା ଫାନ୍ଦେ ।
ଜୋଛନା କି ଢ଼ାଳି ଦେଇଛି ଶଶୀ
କନକ ଲତାରେ ଯାଇଛି ମିଶି
ଆକାଶ କୁସୁମ ନରହିତ କାମ
ମନାଟି ମରତେ ହେଲାକି ଉଦେ ।
କା ଭାଗ୍ୟ ତପନ ହୋଇବ ଉଦେ
ପୀୟୂଷ ଭଣ୍ଡାର ଲୁଣ୍ଠନ ସାଦେ
ଅଗାଧ ସିନ୍ଧୁରେ ସଂତପ୍ତ ସଂଚାର
ହୋଇଛି କେତେ ଅଛି ପ୍ରବାଦେ ।
