The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ଖଣ୍ଡିଣ ସର୍ବ ଆସ            ଖଟାଇଲି ମାନସ

ଖଗ ବିହାରୀ ପାଦ ତଳେ

ଖଣ୍ଡିଲ ନାହିଁ ମୋର            ଖେଦ ଭଣ୍ଡାର ଛାର

ଖଡ଼ଗ ନାହିଁକି ଶ୍ରୀକରେ ହେ ।

କ୍ଷିତିପତିରେ ହୋଇ ଦାସ            କ୍ଷୁଧା ଅନଳ ଦିଏ ପ୍ରାସ

ଖିଆଲ ମାତ୍ର ଯାର            କ୍ଷୀର ଲବଣୀ ସର

ଖାଇଲେ ନସରଇ ବିଶ୍ୱ ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା