The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ନୀଳ ଅମ୍ବର ଧାରୀ            ନୀଳାଚଳ ବିହାରୀ

ନୀରଦ ରୂପ ନାରାୟଣ

ନୀଳ କନ୍ଦରେ ଯାର            ନିରେଖଙ୍କ ଉଦ୍ଧାର

ନିମନ୍ତେ ନିତ୍ୟ ଲୀଳା ଜାଣ ହେ ।

ନିରକ୍ଷର ହିଁ ମୁଁ ନିରକ୍ଷ            ନିରେଖ ବାରେ ନୀରଜାକ୍ଷ

ନୀର କ୍ଷୀର ଭାବରେ            ନିରେଖ ପ୍ରଭୁଥରେ

ନିରେଖେ ତୁଟିବ ନିରେଖ ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା