The Ekwesha
An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ପ
ପ
ପଙ୍କଜ ପଦେ ଦାସ ପଣେ ବଳାଇ ଆଶ
ପାଷାଣ ସେବା ପ୍ରାଏ ହେଲା
ପଙ୍କରେ ପଡ଼ି ଅଛି ପଙ୍କଯାକ୍ଷେ ଲୋଡୁଛି
ପଙ୍କ ମୋ ମୋଚନ ନହେଲା ହେ ।
ପଙ୍କିଳ ଦୃଷ୍ଟି ନାହିଁ ମୋତେ ପଂଚାକ୍ଷରକୁ ଜପେ ନିତ୍ୟେ
ନପାଂଚିଲି ପଙ୍କଜରେ ପଂଚତ୍ୱ ନୋହେ ଦୂରେ
ପଂଚାକ୍ଷର ସ୍ଫୁରିଲା ଚିତେ ହେ ଜଗନ୍ନାଥ । ।
Have a thought?
Add your comments and queries
Share feedback, questions, or corrections. We read every message.
ଶ୍ରୀ ଜଗନ୍ନାଥ ଚଉତିଶା
ଭଜନ
ଜଣାଣ
ବନ୍ଦନା
ମୃଗୁଣୀ ଉପାଖ୍ୟାନ
ଗୀତ
ଜୀବନୀ