The Ekwesha
An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଯ
ଯ
ଜଞ୍ଜାଳ ଜାଲେ ପଡ଼ି ଜୀବର ଗତି ଲୋଡ଼ି
ଜୀବନ ସୁତା ପତି କାନ୍ତେ
ଜଣାଏ ଅବିରତେ ଜୀବୋଦ୍ଧାର ନିମନ୍ତେ
ଜଗଦାନନ୍ଦ ହୃଦ ଗତେ ହେ ।
ଜଳାଇ ଦିଅନା ଆଶାକୁ ଜଳାଇ ଦିଅ କଳ୍ମଷକୁ
ଯେବେଟି ପ୍ରଭୁପଣ ହରାଇବେ ଆପଣ
ଜଗତେ ଡାକିବେ କାହାକୁ ହେ ଜଗନ୍ନାଥ । ।
Have a thought?
Add your comments and queries
Share feedback, questions, or corrections. We read every message.
ଶ୍ରୀ ଜଗନ୍ନାଥ ଚଉତିଶା
ଭଜନ
ଜଣାଣ
ବନ୍ଦନା
ମୃଗୁଣୀ ଉପାଖ୍ୟାନ
ଗୀତ
ଜୀବନୀ