The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ଗରିବ ଦୁଃଖ ହରା            ଗଙ୍ଗାଧର ପସରା

ଗଜ ବିପତି ହରା ହରି

ଗର୍ବ ପର୍ବତ ମୋର            ଗରୁଡ଼େୟ ନ ଟାଳ

ଗରିଷ୍ଠ ତ୍ରାସ ଦିଅ ଟାଳି ହେ ।

ଗୁରୁଙ୍କ ସେବା ନାହିଁ ମୋର            ଗୃହ ଜଞ୍ଜାଳେ ନେଲି କାଳ

ଗଣରେ ନୋହେ ଗଣା            ଗୁଣି ପାଇଲି ଘୃଣା

ଗଞ୍ଜିଲି ଗୁରୁଙ୍କୁ ମୋହର ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା