The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ହରି ପାଶେ ରହିଣ            ହରି ହରୁଛି ପ୍ରାଣ

ହସିବା ହେବଟି ଦୂଷଣ

ହିମବର ମଣ୍ଡଳେ            ହିରଣ୍ୟରେ ତା’ ଜାଳେ

ହେଉଛି ଛଟପଟ ପ୍ରାଣ ହେ ।

ହରିଣୀ ପରି କର ତ୍ରାଣ            ହର ମୋ ଘୋର ତମମାନ

ହସ୍ତ ପ୍ରସାରେ ଦାନ            ହଂସ ମଧ୍ୟରେ ସ୍ଥାନ

ହରଷେ ଦିଅ ଜନାର୍ଦ୍ଦନ ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା