The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ଷଶ୍ୱ ସାରସ ପତି            ସର୍ବଦା ଯା’ରେ ଚିନ୍ତି

ସୁର ମୁକୁଟ ମଣି ତୁମ୍ଭେ

ସଂସାର ତାରଣକୁ            ତରି କରିଛି ମୁହିଁ

ସର୍ବଭୂତ ପତିଙ୍କ ଦମ୍ଭେ ହେ ।

ସର୍ବପଂଚମି ମାନେ ଗ୍ରାସି            ଶରୀର ଦେଉଛନ୍ତି ଧ୍ୱଂସି

ସବିତା ଦେବତାଙ୍କ            ସହାୟ ଲୋଡ଼ି ମୁହିଁ

ସୂର୍ଯ୍ୟେନ୍ଦୁ ସଙ୍ଗ ହେଲା ଆସି ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା