-
ଶ୍ରୀ ଜଗନ୍ନାଥ ଚଉତିଶା
-
ଭଜନ
1 ଜ୍ଞାନର ପ୍ରଦୀପ ଜାଳିଦିଅ ପ୍ରଭୁ 2 ମନୁଆଁ ଭଜ ରାମ ରଘୁମଣି 3 ଯାଅ ଯାଅ ଦୂତି ଏ ମୋର ଭାରତୀ 4 ସେହି ଶ୍ୟାମ ଲାଗି ହେବି ବାସ ତ୍ୟାଗି 5 ରାଇ ବିନୋଦିନୀ ଧନି ହୋଇ କାମେ ବଶ 6 ଶୁଣ ହେ ଭକତଗଣ ନାମ ସଂକୀର୍ତନ 7 ଲଳିତା ଠାରୁ ସନ୍ଦେଶ ପାଇ ପ୍ରଭୁ ହୃଷୀକେଶ 8 ଦୂତିକା ମୁଖରୁ ଶ୍ରୀହରି ଆଗମ ଶୁଣି ଚପଳା କିଶୋରୀ 9 ଦେଖ ଦେଖ ସଖୀ ଦେଖ ଗୋ ନିରେଖି 10 କଷ କେତେ କଷୁଛ ମୋତେ -
ଜୀବନୀ
ସେ ମୋ ଆଶା ଗଗନ ତାରକା
ସେ ମୋ ଆଶା ଗଗନ ତାରକା
ଅମା ଅନ୍ଧାରେ ଆଲୋକ ରେଖା । ।
ହୃଦ ପଙ୍କଜ ବନ ମିହିର
ଶୁଷ୍କ ମରୁଭୂମେ ବାରିଧାରା
ଆଶାଇନି ଆଶାର ଚକୋର
ଅନ୍ଧ ନୟନ ଉଜ୍ଜ୍ୱଳ ରେଖା ।
ଚିର ପିପାସୀ ଚାତକୀ ପ୍ରାଣେ
ବାରିଧାର ଶାନ୍ତି ଜାଗରଣେ
ନଭୁଲିବି ଜୀବନେ ମରଣେ
ପଣେ ଚରଣେ ହୋଇଛି ବିକା ।
କ୍ଷଣେ ଅନ୍ତରୁ ନୋହେ ଅନ୍ତରି
କ୍ଷୀର ନୀର ଯୋଗାଯୋଗ ପରି
ଜାଗି ରହିଛି ଚୁମ୍ବକ ପରି
ଲାଗି ଯିବାକୁ ସଂଗତେ ତାର ।
