The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ଚଣ୍ଡ ପୁତ୍ର ପରାଏ            ଚଣ୍ଡୀ କରି ହୃଦୟେ

ଚରଣ ଜପୁଛି ନିରତେ

ଚଣ୍ଡୀଧବ ଯା’ଶିରେ            ଧରିଛି ନିରନ୍ତରେ

ଚରଣୁ ସ୍ରବେ ତୋ ନିରତେ ହେ ।

ଚଂଚଳା ପତି ଖଡ୍‌ଗ ଧାରୀ            ଚଣ୍ଡାଳ ହେଉଛି ଭଗାରୀ

ଚ’କାର କ’କାରରେ            ର’କାର ଦେଇ ଥରେ

ଚଂଚଳେ ଦିଅ ତା’ ନିବାରି ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା