The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ଠୁଳ ରୂପକୁ ତୋର            ଠାବ କାହିଁ ମୋହର

ଠା ଠିକେ ଜପୁଛି ଚରଣ

ଠକି ନଦିଅ ମୋତେ            ଠକାଇ ତାଙ୍କ ମତେ

ଠକାଇ ଦେଇଛି ପରାଣ ହେ ।

ଠାବ ନଦେଲେ ଦୟାବହି            ଠାବକୁ ବିଶ୍ୱେ ସଦ୍ମ କାହିଁ

ଠାକୁର ପଦ ଯାର            ଠୁଳ ବ୍ରହ୍ମାଣ୍ଡେ ସାର

ଠୁକିଲି ଲଲାଟକୁ ମୁହିଁ ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା