The Ekwesha
An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ସ
ସ
ସହସ୍ର ଚରଣରେ ଶରଣ ଗଲି ତୋରେ
ସମାଧି ଯୋଗେ ମୁଁ ଅଧମ
ସହସ୍ର ନୟନରେ ସଂକୁଚିତରେ ଥରେ
ସହସା କର ନିରୀକ୍ଷଣ ହେ ।
ସହସ୍ରବାହୁ ଛାୟା ଦେଇ ସନ୍ତପ୍ତ ପ୍ରାଣେ ଦିଅ ତ୍ରାହୀ
ଶେଷକାଳେ ତୋ ନାମ ସ୍ୱରଣେ ଥିବି କ୍ଷମ
ଶେଷ ଗୁହାରୀ ମୋର ଏହି ହେ ଜଗନ୍ନାଥ । ।
Have a thought?
Add your comments and queries
Share feedback, questions, or corrections. We read every message.
ଶ୍ରୀ ଜଗନ୍ନାଥ ଚଉତିଶା
ଭଜନ
ଜଣାଣ
ବନ୍ଦନା
ମୃଗୁଣୀ ଉପାଖ୍ୟାନ
ଗୀତ
ଜୀବନୀ