The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ସାରସ ଚରଣକୁ            ସରସିଜାନନକୁ

ସରସେ ବଳାଇଲି ମନ

ସାରସ ଈକ୍ଷଣକୁ            ବୀକ୍ଷଣ କରି ମୁହିଁ

ସରସ କଲି ମୋର ମନ ହେ ।

ସହାସ୍ୟ ହୋଇଲା ବଦନ            ସହଜେ ପାଇବାକୁ ତ୍ରାଣ

ସରସ ମନ କରି            ଶାରଙ୍ଗ ଧନୁର୍ଦ୍ଧାରୀ

ସତ୍ୱରେ ପେଷ ସୁଦର୍ଶନ ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା