The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ଢମ କହିବି କାହିଁ            ଢାଙ୍କି ରହିଛି ଏହି

ଢାଙ୍କୁଣୀ ସିନା ଚଉରାଶୀ

ଢାଳି ନୟନ ଶେଷ             ଢାଳି ଦେଲେ ପୀୟୁଷ

ଢଳି ଯିବ ସେ ଭୟରାଶି ହେ ।

ଢାଳେ ମୁଁ ନଜାଣଇ ଆନ            ଢାଳି ଦେଇଛି ତୋ ଚରଣ

ଢାଳି ଦେଇଛି ମୋର            ଢଳହଳ ଚଂଚଳ

ଢଳି ଯାଉ ବିପଦମାନ ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା