The Ekwesha
An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଣ
ଣ
ଅତି କଷଣେ ପଡ଼ି ଅନ୍ତରାତ଼୍ମାରେ ଲୋଡ଼ି
ଅଣି ଅପତ୍ୟ ଆଶ୍ରା ନେଲି
ଅଭାଗ୍ୟ ଲଲାଟରୁ ଅକୂପାର ସ୍ରୋତରୁ
ଅଣୁ ମାତ୍ରକ ନପାଇଲି ହେ ।
ଅମ୍ବା ଯାହାର ପରିଚାରୀ ଅପାଙ୍ଗେ ଯାର କୋଟି ଶିରି
ଅକିଂଚନ ହସ୍ତର ଅନ୍ତରେ କିମାତର
ଅଦୃଷ୍ଟ ଆଦରି ରହିଲି ହେ ଜଗନ୍ନାଥ । ।
Have a thought?
Add your comments and queries
Share feedback, questions, or corrections. We read every message.
ଶ୍ରୀ ଜଗନ୍ନାଥ ଚଉତିଶା
ଭଜନ
ଜଣାଣ
ବନ୍ଦନା
ମୃଗୁଣୀ ଉପାଖ୍ୟାନ
ଗୀତ
ଜୀବନୀ