The Ekwesha

ମହେଶ୍ୱର ବନ୍ଦନା

ଜୟଜୟ ସଦାଶିବ ଜୟ ହେ ଦେବାଧି ଦେବ

ଜୟ କଇଳାସ ପତି ଉମା ବଲ୍ଲଭ । ।

ଅକର୍ମା କର୍ମ ଦାୟକ ସୃଷ୍ଟି ସ୍ଥିତି ସଂହାରକ

ଯାର ଦୟା ଅସମ୍ଭବେ ହୁଏ ସଂଭବ

ମହା ଯୋଗେଶ୍ୱର ପୁରୁଷ

ବିଭବ ତ୍ୟାଗି ଆଦର ଶସାନେ ବାସ ।୧ ।

ଶୁଦ୍ଧ ସ୍ଫଟିକ ପରାଏ ଶଶୀଜିଣି ଯାର କାଏ

କଟୀ ତଟେ ଶୋଭାପାଏ ଚର୍ମ ଅମ୍ବର

କପିଳାସ ବିଭୂତି ସର୍ବାଙ୍ଗେ ଶୋଭନ ଅତି

ପିନାକ ତ୍ରିଶୂଳ କରେ ଦିଶେ ସୁନ୍ଦର ।୨ ।

ଜୟଜୟ ସଦାଶିବ ଜୟ ହେ ଦେବାଧି ଦେବ