The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ଊନପଂଚାଶ ଛନ୍ଦି            ଊନବିଂଶ ଛ’ ବନ୍ଦି

ଉତମ ପାଂଚ ଗୁରୁ ନେଲି

ଉଦେଗିରିରେ ମୁହିଁ            ଉତ୍ପଳ ପରେ ଥୋଇ

ଅତ୍ୟନ୍ତ ପ୍ରୀତ ମୁଁ ହୋଇଲି ହେ ।

ଉଦ୍‌ବିଗ୍ନ ଚିତ ଦୂର କଲି            ଉଜ୍ଜ୍ୱଳ ଜ୍ୟୋତି ନିରୁପିଲି

ଉପଚାର ଅଭାବ            ଉପଚାର ସ୍ୱଭାବ

ଉପଚାରରେ ପୂଜା କଲି ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା