The Ekwesha
An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଦ
ଦ
ଦଶଦିଶରେ ପୁରେ ଦଶ ଚତୁର ପୁରେ
ଦୟା ସାଗର ସ୍ରୋତବାରି
ଦାଣ୍ଡରେ ଅଛି ପଡ଼ି ଦଣ୍ଡ ପାଉଛି ବେଢ଼ି
ଦୟାଟି ନୋହୁଛି ତୁମ୍ଭରି ହେ ।
ଦଣ୍ଡ ଘେନିଣ ପଛେ ମାର ଦଣ୍ଡ ଘେରାଇଣ ନମାର
ଦଣ୍ଡିବା ପ୍ରଭୁ ଯେହି ଖଣ୍ଡିବାକୁ ନଥାଇ
ଦାଣ୍ଡରେ ହେବକି ସୁନ୍ଦର ହେ ଜଗନ୍ନାଥ । ।
Have a thought?
Add your comments and queries
Share feedback, questions, or corrections. We read every message.
ଶ୍ରୀ ଜଗନ୍ନାଥ ଚଉତିଶା
ଭଜନ
ଜଣାଣ
ବନ୍ଦନା
ମୃଗୁଣୀ ଉପାଖ୍ୟାନ
ଗୀତ
ଜୀବନୀ