The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ଛନ୍ଦା ଚରଣେ ମୁହିଁ            ଛନ୍ଦିଛି କର ଦୁଇ

ଛାଡ଼ିବି ନାହିଁ ବେଳେ ତୋତେ

ଛାଡ଼ିବୁ ଯେବେ ତୁହି            ଛାଡ଼ିବି ଜୀବନ ହିଁ

ଷଡ଼ ଅଇରିଙ୍କର ଘାତେ ହେ ।

ଛନ୍ଦ କରୁଛ କାହିଁ ପାଇଁ            ଛପନେ ଗଣାକି ମୋ ନାହିଁ

ଛତିଶ ଆଦ୍ୟେ ଥୋଇ            ଛାୟା ମାତ୍ର ନଦେଇ

ଛ’ ନ୍ୟୁନ ଯୋଗକି ହେବହିଁ ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା