The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ଲୟ ରଖିଲି ମୁହିଁ            ଲକ୍ଷ୍ମୀକାନ୍ତେ ମନାଇଁ

ଲଭିବି ପରମ ଗତିକି

ଲଭିଲି ଚିରଦିନ            ଲଭେ ମାତ୍ର କଷଣ

ଲଜ୍ଜିତ ହୋଇଲି ମତିକି ହେ ।

ଲଲାଟ ଲେଖା ହେଲା ସାର            ଲକ୍ଷ୍ମୀପତିଙ୍କି କରିଭର

ଲବେ ମୋ ନାହିଁ ଶାନ୍ତି            ଲକ୍ଷ୍ମୀପତି କିରତି

ଲେଖିବ କାହୁଁ ଏ ପାମର ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା