The Ekwesha
An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଧ
ଧ
ଧରିତ୍ରୀ ପର୍ଯ୍ୟଟନ ଧୀରଯାନରେ କରି
ଧର୍ମ ବଳରୁ ଧରି ଦୀକ୍ଷା
ଧରି ଅଛି ଚରଣ ଧରାଧର ଧାରଣ
ଧରିବୁ ନାହିଁକି ମୋ ଭିକ୍ଷା ହେ ।
ଧରି ନପାରେ ମାନସହିଁ ଧିରଣ ପିପାସରେ କାହିଁ
ଧରାଧର ହୋଇଣ ଧରୁ କୃପଣ ପଣ
ଧରିତ୍ରୀ ମଧ୍ୟେ ଅଛି କେହି ହେ ଜଗନ୍ନାଥ । ।
Have a thought?
Add your comments and queries
Share feedback, questions, or corrections. We read every message.
ଶ୍ରୀ ଜଗନ୍ନାଥ ଚଉତିଶା
ଭଜନ
ଜଣାଣ
ବନ୍ଦନା
ମୃଗୁଣୀ ଉପାଖ୍ୟାନ
ଗୀତ
ଜୀବନୀ