The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ନଦୀର ସମାଗମ -            ର୍ଣ୍ଣବେ ନଥିଲେ ଯେଣୁ

ନଦରେ ହୁଅଇ ବର୍ଣ୍ଣିତ

ନଳିନ ପଦାର୍ଣ୍ଣବେ            ମନ ନଦୀକି ମୋର

ସଂଯୋଗ କର ରମାନାଥ ହେ ।

ନରପତିରେ ଇଛା ନାହିଁ            ନରପତିଙ୍କି ଇଚ୍ଛେ ମୁହିଁ

ନିଶୀଥିନୀରେ ପଡ଼ି            ନପାଏ ପଥ ଲୋଡ଼ି

ନବଗ୍ରହଙ୍କ ପତି ଥାଇ ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା