The Ekwesha
An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଡ
ଡ
ଡିଣ୍ଡିମ ବାଜୁଅଛି ଡଙ୍କଧରଙ୍କ କରେ
ଡାକ ପଡ଼ିଛି ଭୂଜଗତେ
ଡାକୁଛି ନିରନ୍ତର ଡାକ ନଶୁଭେ ମୋର
ଡୟଣାଧାରୀ କର୍ଣ୍ଣପଥେ ହେ ।
ଡେଣାର କାହିଁ ମୋ ସଂଚାର ଡିଙ୍ଗାଇବାକୁ ପାରାବାର
ଡର ଲାଗୁଛି ମୋର ଡିଙ୍ଗର ଦୂତଙ୍କର
ଡାକକୁ ହୃଦୟ କାତର ହେ ଜଗନ୍ନାଥ । ।
Have a thought?
Add your comments and queries
Share feedback, questions, or corrections. We read every message.
ଶ୍ରୀ ଜଗନ୍ନାଥ ଚଉତିଶା
ଭଜନ
ଜଣାଣ
ବନ୍ଦନା
ମୃଗୁଣୀ ଉପାଖ୍ୟାନ
ଗୀତ
ଜୀବନୀ