-
ଶ୍ରୀ ଜଗନ୍ନାଥ ଚଉତିଶା
-
ଭଜନ
1 ଜ୍ଞାନର ପ୍ରଦୀପ ଜାଳିଦିଅ ପ୍ରଭୁ 2 ମନୁଆଁ ଭଜ ରାମ ରଘୁମଣି 3 ଯାଅ ଯାଅ ଦୂତି ଏ ମୋର ଭାରତୀ 4 ସେହି ଶ୍ୟାମ ଲାଗି ହେବି ବାସ ତ୍ୟାଗି 5 ରାଇ ବିନୋଦିନୀ ଧନି ହୋଇ କାମେ ବଶ 6 ଶୁଣ ହେ ଭକତଗଣ ନାମ ସଂକୀର୍ତନ 7 ଲଳିତା ଠାରୁ ସନ୍ଦେଶ ପାଇ ପ୍ରଭୁ ହୃଷୀକେଶ 8 ଦୂତିକା ମୁଖରୁ ଶ୍ରୀହରି ଆଗମ ଶୁଣି ଚପଳା କିଶୋରୀ 9 ଦେଖ ଦେଖ ସଖୀ ଦେଖ ଗୋ ନିରେଖି 10 କଷ କେତେ କଷୁଛ ମୋତେ -
ଜୀବନୀ
ଶ୍ରୀ ଜଗନ୍ନାଥ ଚଉତିଶା
କ୍ଷ
କ୍ଷିତିଧର ମୂରତି ପର ପୁରେ ମୋ ସ୍ଥିତି
କ୍ଷତ୍ରୀୟ ପୂର୍ବ ବର୍ଣ୍ଣେ ଜାତ
କ୍ଷରିତ ଅତ୍ରିବଁସ କ୍ଷୀରାଦ୍ଧି ସୁତାଈଶ
ସ୍ୟନ୍ଦନ ଶର୍ମା ମୋ ବିଦିତ ହେ ।
କ୍ଷିତିଧାରକ ନାମ ମୋର କ୍ଷୟ କରିଲେ ଶେଷାକ୍ଷର
କ୍ଷଣେ ନୟନ ଦେଇ କ୍ଷଣଦା ଦିଅ ଦହି
କ୍ଷଣେ ହେଁ ନକର ଅନ୍ତର ହେ ଜଗନ୍ନାଥ । ।
