The Ekwesha

ସଙ୍ଗୀତ ଗାନେ ପଂଚମ ତାନେ

ସଙ୍ଗୀତ ଗାନେ ପଂଚମ ତାନେ

ମୋହିଲ ମୋର ମନକୁ ଗୋ ମନହରା ।

ତୁମ୍ଭେ ମୋର ଦିନବର

ସୋହାଗିନୀ ସରୋଜିନୀ ଆଶାର ପସରା ।

ତୁମ୍ଭେ ମୋର ସୁଧାକର

ତୁମ୍ଭ ଶୀତଳ କିରଣ ସଦା ମୋ ଆଶରା ।

ତୁମ୍ଭେ ମୋର ଛେନାପୁର

ରାଧା ବହ୍ଲବି ସଙ୍ଗତେ ରାବିଡ଼ି ପସରା ।

ତୁମ୍ଭ ବାଣୀ ମିଶ୍ରି ପାଣି

ଅଧର ମଣ୍ଡାକୁ ଲୋଡ଼ା ଚିବୁକ କାକରା ।

ଯାଅ ଯାଅ ଦୂତି ଏ ମୋର ଭାରତୀ