The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ଫାନ୍ଦ ପାତିଲି ମନେ            ଫୁଲ ପୂର୍ଣ୍ଣ ବଦନେ

ଫୁରୁଣା ନୋହିଲା ତୁମ୍ଭର

ଫଳ ପୂର୍ଣ୍ଣ ପାଦପ            ସ୍ଫଟିକ ଚିତ୍ରରୂପ

ଫଟା କପାଳୁ ହେଲା ମୋର ହେ ।

ଫଣୀ ଅରିର ପତି ହୋଇ            ଫଣୀ ଗୁଣକୁ ଯେବେ ବହି

ଫଣୀ ଗରଳେ ନାଶ            ଫଳିଲା ମୋ ଅବଶ୍ୟ

ଫଣୀ ତୁଣ୍ଡିକ ବିଶ୍ୱେ କାହିଁ ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା