The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ଜଳଧର ବରନ            ଜଳଜ ନୟନକୁ

ଜପି ମୁଁ ବଳାଇଲି ମନ

ଜଳଜ କରେ ଯାର            ଜନ୍ୟଶ୍ଚକ୍ର ସୁନ୍ଦର

ଜନଙ୍କ ବିପଦ ବାରଣ ହେ ।

ଜମ୍ଭଭେଦୀରେ ନାହିଁ ଆଶ            ଯମୁନା ଭ୍ରାତେ ମୋତେ ତ୍ରାସ

ଜଳଧି ତରିବାକୁ            ଜଳ ସୁତା ପତିଙ୍କୁ

ଯୁକତେ କରିଛି ମୁଁ ଆଶ ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା