The Ekwesha
An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ର
ର
ରଙ୍ଗଭୂମିରେ ଜନ୍ମି ରଙ୍ଗାଧରେ ନ ଚିହ୍ନି
ରଙ୍ଗରସରେ ହେଲି ରତ
ରହସ୍ୟଭାବ ତେଜି ରାହାସ କ୍ରିଡ଼ା ହେଜି
ରତି ଶ୍ୱଶୁରେ ଦେଲି ଚିତ ହେ ।
ରଜନୀ ଦ୍ୱିତୀୟାଂଶ ଭାଗେ ରସାପୃଷ୍ଠରେ ମୁଁ ସଂଯୋଗେ
ରଚିରାଜିବାସନ ରାଜୀବ ନେତ୍ରେ ମନ
ରଖିଲି ରଙ୍ଗପାଦ ଯୁଗେ ହେ ଜଗନ୍ନାଥ । ।
Have a thought?
Add your comments and queries
Share feedback, questions, or corrections. We read every message.
ଶ୍ରୀ ଜଗନ୍ନାଥ ଚଉତିଶା
ଭଜନ
ଜଣାଣ
ବନ୍ଦନା
ମୃଗୁଣୀ ଉପାଖ୍ୟାନ
ଗୀତ
ଜୀବନୀ