The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ଘଟେ ପୁରାଇ ମୋର            ଘଟଣ ରୂପସାରି

ଘୋଷିଲି ଘେରାଇ ମାନସ

ଘଉଡ଼ାଇ ନ ଦିଅ            ଘଂଟ ଘୋଡ଼ାଇ ଦିଅ

ଘୋର ବିପତି ଯାଉ ନାଶ ହେ ।

ଘସ୍ରନାଥ ମଣ୍ଡଳେ ରହି            ଘୋର ତମରେ ହେଲି ଦହି

ଘଟେ ବିପରୀତକୁ            ଘଟଣା ମୋ ବେଳକୁ

ଘଟରେ କିବା କାର୍ଯ୍ୟ ରହି ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା