The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ଥୟ ନପାନ୍ତି ଯା’ର            ସ୍ଥିର ବ୍ରହ୍ମା ଶଙ୍କର

ଥିର କରିବି ମୁହିଁ କାହୁଁ

ଥିର ନ ପାଇ ତୋର            ଥକା ମନକୁ ମୋର

ଥୋଇଲି ସ୍ଥିରେ ମହାବାହୁ ହେ ।

ଥିର ମୁଁ ନୋହେ ଛ’ ତାରରେ            ଥୋଇଲି ଦି’ ତାର ତୋ ପରେ

ଥରେ ଉଦାରେ ମୋରେ            ଥରାଇଲେ ନେତ୍ରରେ

ଥିର ବିପତି ଯିବ ଦୂରେ ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା