The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ବାରିଧିରୁ ଯା’ ଜାତ            ବାରିଜା ଧବଧୃତ

ବାଧୁଛି ଇତର ଚୁମ୍ବନ

ବାଧିଲା ତାହା ପରି            ବାରିଜାଧବେ ଧରି

ବିଧି ଲେଖା ନହେଲା ଆନ ହେ ।

ବିଶେଷ ଗ୍ରୀଷ୍ମେ ତାପି ହୋଇ            ବାରିଧି ଜଳେ ମୁଁ ବୁଡ଼ଇ

ବେଳୁ ବେଳ ଦିଗୁଣ            ବଢ଼ିଲା ତାପମାନ

ବିଶ୍ୱପତିଙ୍କ ଆଶ୍ରା ବହି ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା