The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ଝରଝର ହୋଇଣ            ଝରୁଛି ତୋ ଚରଣ

ଯୁଗଳୁ ଝର ତିନି ଧାର

ଝଳି ବ୍ରହ୍ମାଣ୍ଡ ଖଣ୍ଡେ            ଝଲକି ବହେ ଚାଣ୍ଡେ

ଝଷ ମୁହିଁ ମାତ୍ରକ ଛାର ହେ ।

ଝାଞ୍ଜଣା ତମେ ହେଲି ପୋଡ଼ି           ଝରଣା ମୋ ବେଳେ ନିହୁଡ଼ି

ଝଷଧ୍ୱଜ ପିଅର            ଝୁରୁଛି ନିରନ୍ତର

ଝିମିଟେ ଦିଅ ତାହା ଫେଡ଼ି ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା